ପୋଲସରା ନିର୍ବାଚନ ମଣ୍ଡଳର ବିଜେପି ର ବିଜୟ : ଗଞ୍ଜାମ

ବୁଗୁଡା : ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳର ବୁଗୁଡା ବ୍ଲକ ବି.କରଡାବାଡ଼ି ପଂଚୟତରେ ହୋଇଥିବ ଉପନିର୍ବାଚନ ରେ ବିଜେପି ସମର୍ଥନ ର ପାର୍ଥି ନିତ୍ୟନନ୍ଦ ବିପୁଳ ଭୋଟ ରେ ନିକଟତମ ବିଜେଡି ପାର୍ଥି ଙ୍କୁ ପରାସ୍ତକରି ବିଜୟ ହୋଇଛନ୍ତି। ଏହି ବିଜୟ ଆଗକୁ ଅସୁଥିବା ପଞ୍ଚା ୟତ ଭୋଟ ବିଜେଡି କୁ ବହୁତ ମହଙ୍ଗା ପଡିବା ସହ ବିଜେପି ମୋନବଳ ଦୀଗୁଣା ହେବା ସହ କର୍ମୀ ମାନଙ୍କ ଆଗ୍ରହ ବଢ଼ିବବୋଲି ବୁଗୁଡା ର ବୁଦ୍ଧି ଯିବି ମହଲରେ ଚର୍ଚ୍ଚା ଜୋରଧରିଛି।ତା ସହ ବୁଗୁଡା ବ୍ଲକ ରେ ବିଜେପି ବିଜୟ କୁ ନେଇ ଖୁସି ଖେଳିଯାଇଛି।ଏ ହାକୁ ନେଇ ଘୁମୁସର ବିଜେପି ସଭାପତି ଗୋକୁଳାନନ୍ଦ ମଳିକ ଓ ଉପ ସଭାପତି ପ୍ରଭକାର ପଣ୍ଡା ଉଭୟେ କର୍ମୀ ମାନଙ୍କ ମୋନବଳ ବଢ଼ା ଇ ଆଗକୁ ଆସୁଥିବା ଇଲେକ୍ସନ ଯୋର ସୋର ରେ ପଂଚାୟତ ସଙ୍ଘଠନ କାର୍ଯ୍ୟକ୍ରମ ଆରମ୍ଭ କରି ଆଗକୁ ବଢ଼ିବାକୁ ପରା ମର୍ସ ଦେଇଛନ୍ତି। ସଭାପତି ପଣ୍ଡା ଓ ମଳିକ ଏ ମାନେ କହିଛନ୍ତି ବିଜେଡି ପଂଚାୟତ ମାନଙ୍କରେ ଯୋଭଳି ପାତ ରାନ୍ତର କରିଛି ତାହାର ଜବାବ ଆଗା ମି ଦିନରେ ଭୋଟର ବିଜେଡି କୁ ପଞ୍ଚା ୟତ ଭୋଟ ରେ ଧୂଳି ସାତ କରି ବିଜେପି କୁ ବିଜୟ କରିବେବୋଲି ସେମାନେ କହିଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here