ପୁଣି ରଜକନିକା ପୋଲିସ ନାମରେ ଆସିଲା ଏକ ବଡ ଗୁରୁତ୍ବପୂର୍ଣ୍ଣ ଅଭିଯୋଗ : କେନ୍ଦ୍ରାପଡା

ରଜକନିକା ଥାନା ପୋଲିସ କୁଆଡେ ଡାଳି କାଏନ୍ଦା ଗ୍ରାମର ଜୈନିକ ବ୍ୟକ୍ତିଙ୍କଠାରୁ ମୋଟା ଅଙ୍କର ଲାଞ୍ଚ ଖାଇ ୧୪୪ଧାରା ଜାରୀ କରାଯାଇଥିବା ପ୍ଲଟ୍ ଉପରେ ଯୋର ଜବରଦସ୍ତ ଅପର ପକ୍ଷକୁ ଘର କରିବା ପାଇଁ ସୁଯୋଗ ଦେଇଥିବା ଏବଂ ଜଣେ ଗରିବ ଅସହାୟ ବ୍ୟକ୍ତିଙ୍କୁ ବାରମ୍ବାର ଥାନାକୁ ଡକାଇ ଗାଳିଗୁଲଜ କରିବା ଏବଂ ନ୍ୟାୟ ନଦେବା ଭଳି ସଂଗୀନ ମୂଳକ ଅଭିଯୋଗକୁ ଭିତ୍ତିକରି ଶରତଙ୍କ ସମେତ ସପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ରାଜକନିକା ଥାନା ଅଧିକାରୀଙ୍କ ଏପରି ପାତର ଅନ୍ତର ଓ ଟଳଟୁଳ ନୀତି ପାଇଁ ସାଧାରଣରେ ଚର୍ଚ୍ଚା ଯୋର ଧରିଥିବା ଦେଖିବାକୁ ମିଳିଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here