ବି.ଏନ.ଏନ.ର ପବ୍ଲିକ ସ୍କୁଲର ଚେୟାରମ୍ୟାନଙ୍କ ବିଯୋଗରେ ଶୋକସଭା : କେନ୍ଦ୍ରାପଡା

ପଟ୍ଟାମୁଣ୍ଡାଇ : ଆଜି ବି.ଏନ.ଏନ.ର ପବ୍ଲିକ ସ୍କୁଲରେ ଚେୟାରମ୍ୟାନଙ୍କ ବିଯୋଗରେ ଶୋକସଭା ଅନୁଷ୍ଠିତ ହୋଇଥିଲା। ଏହି ଶୋକସଭାରେ ବି.ଏନ.ଏନ.ର ପବ୍ଲିକ ସ୍କୁଲର ସମସ୍ତ କର୍ମଚାରୀ ଓ ଅଞ୍ଚଳର ବହୁ ବ୍ୟକ୍ତି ଉପସ୍ଥିତ ଥିଲେ। ବି.ଏନ.ଏନ.ର ପବ୍ଲିକ ସ୍କୁଲ ମ।ଳିପୁର,ଭୁଇଂପୁରର ପ୍ରତିଷ୍ଠାତ। ତଥା ସମାଜସେବୀ ବିଭୁତି ଭୂଷଣ ପାତ୍ରଙ୍କ ଅକାଳ ବିଯୋଗରେ ୨ମିନିଟ ନୀରବ ପ୍ରାର୍ଥନା କରଯାଇଥିଲା। ଅନୁଷ୍ଠିତ ଶୋକସଭାରେ ସଭାପତି କଳ୍ପତରୁ ଭୂୟାଁ , ସ୍କୁଲ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଣ୍ଡା ,ଉପାଧ୍ୟକ୍ଷ ଧୀରେନ୍ଦ୍ରନାଥ ସାହୁ, ଉପଦେଷ୍ଟା ବଳଦେବ ପ୍ରସାଦ ନାୟକ ,ଦୀନବନ୍ଧୁ ପଣ୍ଡା ,ନରହରି ରାଉତ,ଅରୁଣ କୁମାର ରାଉତ,ଗୀତାଞ୍ଜଳି ଆଚାର୍ଜ୍ୟ ,ଅଦେତ୍ୟ କୁମାର ମଲିକ,ଲକ୍ଷଣୀପ୍ରିୟ ରାଉତ, ଇତିଶ୍ରୀ ପ୍ରିୟଦର୍ଶିନୀ ରାଉତ,ଅର୍ଚନା ନାୟକ,ରେଣୁବାଳା ନାୟକ,ମୌସୁମୀ ନାୟକ,ସୁଦଧରା ଦାଶ,ସ୍ନେହଲତା ନାୟକ ଉପସ୍ଥିତ ଥିଲେ। ଶେଷରେ ସନ୍ତୋଷ କୁମାର ବେହେରା, ମଞ୍ଜୁଳତା ବାରିକ, ସୁମିତ୍ରା ନାୟକ,ବ।ପିରଞ୍ଜନ ଜେନା, ରାଜକିଶର ମଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here