ପରି ହତ୍ୟା ର ନ୍ୟାୟ ଦାବୀ ରେ ବିଜେପି ର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ !

ଜଗତସିଂହପୁର : ( ୧୬/୧୨/୨୦ ) ସାରା ରାଜ୍ୟ ନୟାଗଡ଼ ଜ଼ିଲ୍ଲା ର ପାଞ୍ଚ ବର୍ଷ ର କୁନି ଝିଅ ପରି କୁ ହତ୍ୟା କରିଥିବା ଘଟଣା କୁ ନେଇ ଵିଧାନ ସଭା ରେ ତୃମୂଳ କାଣ୍ତ ର ଝଡ ସୃଷ୍ଟି ହୋଇଥିଲା ହତ୍ୟା ପରେ ପୋଲିସ ତଦନ୍ତ ଶୀତଳତା ଦେଖା ଦେବା ସହ ପାରିକୁ ନ୍ୟାୟ ପ୍ରଦାନ ଦାବୀ ରେ  ଜଗତସିଂହପୁର ଶାରଦା ମଣ୍ଡପ ରେ ବିଜେପି ପକ୍ଷ ରୁ  ସମିଳନୀ ହେଇଯାଇଛି, ଜ଼ିଲ୍ଲା ବିଜେପି ସଭାପତି ଙ୍କ ଅଧ୍ୟକ୍ଷା ରେ   ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ  କରାଯାଇଛି!  ମୁଖ୍ୟ ଅତିଥି  ଭାବେ ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା,ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ପାରାଦ୍ୱୀପ ର ବିଜେପି ବିଧାୟକ ପ୍ରାଥୀ ସଂପଦ ସ୍ୱାଇଁ, ତ୍ରିତୋଲ ବିଧାୟକ ପ୍ରାଥି ରାଜକିଶୋର ବେହେରା, ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ କ୍ରିଷ୍ଣା ମହାନ୍ତି, ଜ଼ିଲ୍ଲା ମିଡ଼ିଆ ସେଲ ର ଅଧକ୍ଷ ଗଣେଷ ପ୍ରସାଦ ମହାନ୍ତି, ପ୍ରମୁଖ ସାମିଲ ଥିଲେ ?

 ଜଗତସିଂହପୁର ଜ଼ିଲ୍ଲା ରୁ ପଫୁଲ କୁମାର ସାହୁଙ୍କ ରିପୋଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here