ଡମ୍ପର ଚାଳକର ଅର୍ଦ୍ଧ ଦଗଧ ଶରୀରର ଚିକିତ୍ସା ଜାରି : ରାଉରକେଲା

ରାଉରକେଲା ସରକାରୀ ଡାକ୍ତର ଖାନା ପରିସରରେ ମଙ୍ଗଳବାର ଦିନ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା । ସନ୍ଦେହ ଜନକ ଅବସ୍ଥାରେ ଜଣେ ଗୁରୁତର ଭାବେ ଜଣେ ଡମ୍ଫର ଡ୍ରାଇଭରକୁ ଏକ ଆମ୍ବୁଲାନ୍ସରେ ଆଣି ରାଉରକେଲା ସରକାରୀ ଡାକ୍ତର ଖାନା ବାରଣ୍ଡାରେ ଥିବା ଷ୍ଟ୍ରେଚରରେ ରଖି ଫେରାର ହୋଇଯାଇଥିଲା l ଉକ୍ତ ଡ୍ରାଇଭରଙ୍କ ନାମ ବିଳାସ ଲୁଗୁନ ବୋଲି ଜଣା ପଡିଛି l ତାଙ୍କ ଘର ବୀରମିତ୍ରପୁରରେ ତାଙ୍କ ଶରୀରର ନବେପ୍ରତିଶତ ଜଳିଯାଇଥିବା ବେଳେ ଉକ୍ତ ଡ୍ରାଇଭରଙ୍କ ଚିକିତ୍ସା ରାଉରକେଲା ସରକାରୀ ହସ୍ପିଟାଲରେ ଚାଲିଥିବା ବେଳେ ତାଙ୍କୁ କିଏ ଆଣି ହସ୍ପିଟାଲ ରେ ଛାଡି ଦେଲା ତାର ତଦନ୍ତ ଚାଲିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here