୫ କିଗ୍ରା ପଲିଥିନ ଜବତ : ପୁରୀ

ଆଜି ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ଼ ଦ୍ୱାରା ବଳଗଣ୍ଡି ଛକ ,ମାର୍କେଟ ଛକ ଏବଂ ନାୟକ ପ୍ଳାଜ଼ା ଠାରେ ବିଭିନ୍ନ ଦୋକାନ ଚଢ଼ାଉ କରି ୫ କିଗ୍ରା ପଲିଥିନ ଜବତ କରାଯାଇଛି I ଜୋରିମାନା ବାବଦ ରେ ୫୫୦୦ ଟଙ୍କା ଆଦାୟ କରାଯାଇଛି I

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here