ଘରପୋଡି ପରିବାର କୁ ବସୁମାତା ଏନେଜିଓ ସାହାୟତା ରେ ରିଲିଫ ବଣ୍ଟନ : ଜଗତସିଂହପୁର

ନାଉଗାଁ ବ୍ଲକ ରୋହିଆ ପଂଚାୟତ ପାଞ୍ଚପା ଗ୍ରାମ ର ଗଣେଶ ପରିଡା, ବଗୁଲା ପରିଡା, ପାଗଲ ପରିଡା ଙ୍କ ଘର
ପୋଡି ଯାଇ ଥିବା ସୂଚନା ପାଇଁ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି କଁ ନେତୃତ୍ୱ ରେ ବସୁମାତା NGO ତରଫରୁ ଉତ୍କ ପରିବାର କୁ ଚାଉଳ, ଡାଲି, ଓ ଅନାନ୍ୟ ରାସନ ସାମଗ୍ରୀ ସହିତ କମଳ ଓ ଶୀତ ବସ୍ତ୍ର ପ୍ରଦାନ କରିଥିଲେ । ଉତ୍କ ପଂଚାୟତ ର ବିଜୁ ଜନତା ଦଳର ପଂଚାୟତ ର ସଭାପତି ବିଂଷ୍ଣୁ ଚରଣ ସାହୁ,ଅମୀୟ ମହାନ୍ତି, ଧନେଶ୍ୱର ନାୟକ, ନଗେନ୍ଦ୍ର ମହାନ୍ତି, ବିଭୁତି ସ୍ୱାsଇଁ, ରମାକାନ୍ତ ମହାନ୍ତି, ହିମେଶ ମହାନ୍ତି, ପ୍ରଦୀପ୍ତ ମହାନ୍ତି, ମିଟୁ ସ୍ବାଇଁ , ଏହି ବ୍ୟକ୍ତି ମାନେ ଏହାକୁ ପରିଚାଳନା କରିଥିଲେ ।

ଜଗତସିଂହପୁର ରୁ ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here