ଅବକାରି ବିଭାଗ ଦ୍ୱାରା ବିପୁଳ ମାତ୍ରା ରେ କଞ୍ଚା ମହୁଲି ଓ ମଦ ଜବତ :

ସୁନ୍ଦର ଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରରେ ମିଳିତ ଭାବେ ଅବକାରୀ ବିଭାଗ ଦ୍ୱାରା ଗୁରୁବାର ଦିନ ବିପୁଳ ମାତ୍ରାରେ ମହୁଲି ମଦ ଜବତ ହୋଇଥିବା ନେଇ ଜଣା ପଡିଛି । ରାଜଗାଙ୍ଗପୁର ସ୍ଥିତ ଝଗରପୁର ଓ ଲାଖୁଆ ପଡାରେ ମହୁଲି ମଦ ତିଆରି କରୁଥିବା ଜାଣିବା ସହ ବେଆଇନ ଭାବେ କାରଖାନାରୁ ଅନ୍ୟତ୍ର ଚାଲାଣ କରୁଥିବା ମଧ୍ୟ ଖବର ପାଇଥିଲେ! ଖବରପାଇ ଅବକାରୀ ବିଭାଗ ସେଠାରେ ଚଢ଼ାଉ କରି ୨୦୦୦ କେଜି ମହୁଲ ପୋଚ ବିଲରେ ଗାତ କରି ପାଜାଯାଉଥିବା ନେଇ ମାଟି ଖୋଳି ବାହାର କରିବା ସହ ନଷ୍ଟ କରିବା ସହିତ ୧୮୫ ଲିଟର ଦେଶୀ ମଦ ଜବତ କରିଥିଲେ! ଏହା ସହ ୬ ଜଣକୁ ଗିରଫ କରିଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here