ଆଜିଠୁ ପଞ୍ଚୁକ ବ୍ରତ ଆରମ୍ଭ ।

କାର୍ତ୍ତିକ ମାସକ ଯାକ ଶ୍ରୀଜିଉ ରାଧା ଦାମୋଦର ବେଶରେ ଦର୍ଶନ ଦେଉଥିବା ବେଳେ ଶେଷ ୫ଦିନରେ ୫ପ୍ରକାର ବେଶରେ ଦର୍ଶନ ଦେଇଥାଆନ୍ତି ଶ୍ରୀଜିଉ। କାର୍ତିକ ମାସରେ ଏହି ବ୍ରତ ପାଳନ କଲେ ମହାପୁଣ୍ୟ ମିଳିଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି । ସେଥିପାଇଁ ବ୍ରତଧାରୀ ମାନେ ବେଶ ନିଷ୍ଠାର ସହିତ ଏହାକୁ ପାଳନ କରନ୍ତି। ଶ୍ରୀକ୍ଷେତ୍ରରେ ଥିବା ପୁଷ୍କରିଣୀ ଓ ମହୋଦଧୀରେ ସ୍ନାନ କରି ଉପବାସ ରଖିଥାଆନ୍ତି। କାର୍ତ୍ତିକ ବ୍ରତର ଶେଷ ପଂଚ ଦିନର ପ୍ରଥମ ଦିନ ହରି ଶୟନ ଉଥାନ ଏକାଦଶୀ। ସେଥିପାଇଁ ଶ୍ରୀମନ୍ଦିରର ପ୍ରଶାସନ ପ୍ରାତଃ ୪ଟାରେ ଦ୍ୱାରଫିଟା ପରେ ଅବକାଶ ନୀତି ହୋଇଥାଏ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here