ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ଅଶେଷ ଧନ୍ୟବାଦ I

ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଜିଲ୍ଲାର ଦୁଇ ଯୁବ ଉଦୀୟମାନ ନେତା ତଥା ଜଣେ ରାଜ୍ୟ ପାହ୍ୟାରେ ଥିବାବେଳେ ଆଉଜଣେ ଜିଲ୍ଲା ପାହ୍ୟାରେ ରହି ବିଜୁ ଜନତା ଦଳର ରାଜ୍ୟ ସହସମ୍ପାଦକ ଶ୍ରୀଯୁକ୍ତ ରାଜେଶ କୁମାର ପଣ୍ଡା ଏବଂ ବିଜେଡି ଜିଲ୍ଲା ଯୁବ ସଭାପତି ଶ୍ରୀଯୁକ୍ତ ରାଜେଶ କୁମାର ଦାସ ଦ୍ୱୟଙ୍କ ଉପରେ ରାଜ୍ୟ ସରକାର ବା ବିଜେଡି ସୁପ୍ରିମୋ ଆଶ, ବିଶ୍ୱାସ ଏବଂ ଭରଷା କରିବା ସହିତ ସେମାନଙ୍କୁ ଯେଉଁ ଗୁରୁଦାୟିତ୍ବ ପ୍ରଦାନ ବା ନ୍ୱେସ୍ତ କରିଛନ୍ତି । ସେଥିପାଇଁ କେନ୍ଦ୍ରାପଡାର ଯୁବ ନେତା ଏବଂ ବିଶିଷ୍ଟ ସମାଜସେବୀ ଓ ଓଡ଼ିଆ ଚଳଚ୍ଚିତ୍ର ପ୍ରଡୁସର ଶ୍ରୀଯୁକ୍ତ ମାନସ କୁମାର ସାହୁ(ମାନଭାଇ) ନବୀନ ବାବୁଙ୍କ ସହିତ ଉଭୟ ଦୁଇ ଯୁବ ନେତାଙ୍କୁ ତାଙ୍କ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଓ ଶୁଭେଛା ଏବଂ ଅଭିନନ୍ଦନ ଜଣାଇଁଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here