ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

କରୋନା କାଳରେ ବହୁକଟକଣା ମଧ୍ୟରେ ହୋଇଥିବା ମାଟ୍ରିକ ସପ୍ଲିମେଣ୍ଟାରୀ ଫଳ ଗୁରୁବାର ଦିନ ପ୍ରକାଶ ପାଇଛି । କଟକ ବୋର୍ଡ କାର୍ଯ୍ୟାଳୟରୁ ଏହି ଫଳ ପ୍ରକାଶ କରାଯାଇଛି । ସୂଚନା ମୁତାବକ ଚଳିତ ବର୍ଷ ମାଟ୍ରିକ ସପ୍ଲିମେଣ୍ଟାରୀରେ ୨୧ ହଜାର ୪୮୭ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୫ ହଜାର ୨୪୪ ଜଣ ପାସ୍ କରିଛନ୍ତି । ସପ୍ଲିମେଣ୍ଟାରୀ ପରୀକ୍ଷାରେ କୌଣସି ଛାତ୍ର ଛାତ୍ରୀଙ୍କୁ ଏ – ୧ ଗ୍ରେଡ ମିଳିନାହିଁ । ଏ-୨ ରେ ୧୦ ଜଣ, ବି-୧ ୧୯୫, ବି -୨ ରେ ୯୩୦ ଜଣ, ସି ରେ ୧୯୦୨ ଜଣ, ଡି ରେ ୩୧୪୦, ଇ ରେ ୯୦୬୭ ଜଣ ଏଫ୍ ରେ ୬୨୧୮ ଜଣ ପିଲା ଉତ୍ତିର୍ଣ୍ଣ ହୋଇଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here