ସଡକ ଦୁର୍ଘଟଣା ୨ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବୁଧବାର ସକାଳେ ମାହାଙ୍ଗା ଥାନା ବିରୂପା ବ୍ରିଜ ନିକଟରେ ୨ ବାଇକ ଆରୋହୀଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଉଭୟେ ଗୁରୁତର ହୋଇପଡିବା ସୂଚନା ମିଳିଛି l କୁହୁଣ୍ଡା ପଞ୍ଚାୟତର କଲ୍ୟାଣପୁର ଛକରେ ଦୋକାନ କରିଥିବା ଜଣେ ଯୁବକ ସହିତ ନିଶ୍ଚିନ୍ତକୋଇଲି ଖଣ୍ଡସାହି ଅଂଚଳର ଅନ୍ୟଜଣେ ଯୁବକର ସାମ୍ନା ସାମନି ଧକ୍କା ହେବାରୁ ଉଭୟ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ l ସ୍ଥାନୀୟ ଲୋକଙ୍କ ସହାୟତାରେ ଫାୟାର ଷ୍ଟେସନ ଗାଡି ଘଟଣାସ୍ଥଳୀରେ ପହଂଚି ଦୁହିଁଙ୍କୁ ଉଦ୍ଧାରକରି ମେଡିକାଲକୁ ନେଇଥିବା ଦେଖିବାକୁ ମିଳିଛି l

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here