ଭାରଶ୍ୟାମ ହରାଇ ଚନ୍ଦାହାଣ୍ଡି ଘାଟିରେ ଓଲଟି ଲା ଅଟୋ , 2 ମୃତ 14 ଆହତ

  ଡ଼ାବୁ ଗାଁ,19/10 ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ଅଟୋ ଓଲଟି ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହଇଛି |ସୂଚନାନୁଯାୟୀ ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ ସିନ୍ଧିପଡା ଗ୍ରାମର ଲୋକେ ଏକ ଅଟୋ ଯୋଗେ ଚନ୍ଦାହାଣ୍ଡି ବ୍ଲକ କୋରାଡ଼ଙ୍ଗରି ଗ୍ରାମରେ ଏକ ଦଶାହ କାମ ରେ ଯୋଗ ଦେବାକୁ ଯାଉଥିବା ବେଳେ ଚନ୍ଦାହାଣ୍ଡି ଘାଟିରେ ଅଟୋ ଭାରଶ୍ୟାମ ହରାଇ ଅଲଟି ଯିବା ଫଳରେ ଘଟଣା ସ୍ଥଳରେ ହିଁ ଦୁଇ ଜଣ ମହିଳା ମୃତ୍ୟୁ ହଇଥିବା ବେଳେ ଦଶ ରୁ ଅଧିକ ମହିଳା ଗୁରୁତର ହୋଇ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ଏବଂ ଅନ୍ୟ ଦଶ ଜଣ ସାମାନ୍ୟ ଆହତ ହୋଇଛନ୍ତି ଓ ଏଥିରେ 7 ଜଣ ଶିଶୁ ଥିବା ର ସୂଚନା ମିଳିଛି | ଗୋଟିଏ ଅଟୋ ରେ 22 ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ ଅଟୋଟି ଯାଉଥିବାରୁ ଘାଟିରେ ଭରସ୍ୟାମ ହରାଇ ଅଲଟି ପଡିଥିଲା |

ପ୍ରଜ୍ଞା ରଞ୍ଜନ ପରିଡା, ଦାବୁ ଗାଁ, Odisha 1

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here