କଟକ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ,୧ଗିରଫ୍ ଏବଂ ୪୮ ଲିଟର ରୁ ଅଧିକ ବିଦେଶୀ ମଦ ଜବତ ।

*ଆଜି କଟକ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ବଜାର ଠାରୁ ଅଳ୍ପ ଦୂରରେ କାକତିଆ ଅଞ୍ଚଳରେ ଅତରକିତ ଜୈନିକ ମଦ ବେପାରୀଙ୍କ ଘର ଉପରେ ଚଢାଉ କରାଯିବା ସହିତ ୪୮ ଲିଟରରୁ ଅଧିକ ବିଦେଶୀ ମଦ ଜବତ କରାଯିବା ସହିତ ପୂର୍ବତନ ସରପଞ୍ଚ ତଥା ପ୍ରକ୍ଷାତ ମଦ ବେପାରୀ ପୂର୍ଣ୍ଣ ଚନ୍ଦ୍ର ଦାସ ଓରଫ୍ ବାବୁକୁ ଅବକାରୀ ଗୁଇନ୍ଦା ପୋଲିସ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏହି ଅବକାରୀ ଗୁଇନ୍ଦା ଚଢାଉ ଟିମର ଲିଡର ଗୁଇନ୍ଦା ବିଭାଗ ଇନିସ୍ପେକ୍ଟର ଜଗଦୀଶ୍ ସାମଲଙ୍କ ନେତୃତ୍ୱରେ ପ୍ରାୟ ୬ ରୁ ୭ଜଣ ଅବକାରୀ କର୍ମଚାରୀ ଭାଗ ନେଇଥିବା ଇନସିପେକ୍ଟର ଶ୍ରୀଯୁକ୍ତ ସାମଲ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here