ଶ୍ରୀଗଣେଷ ହେ।ଟେଲ୍ ପୁଲିସ୍ କରିଲା ଚଢାଉ । ହେ।ଟେଲ୍ ଭିତରେ ଚାଲିଥିଲା ଦେହଜୀବୀ ଙ୍କ ବ୍ଯବସାୟ

ଜଗତସିଂହପୁର : 25/9/20 :ଜଗତସିଂହପୁର ସଦର ସ୍ଥିତ ଯୋଗଧାରୀ ଠାରେ ଥିବା ଶ୍ରୀ ଗଣେଶ ହୋଟେଲ ଉପରେ ଚଢ଼ାଉ କରାଯାଇଥିଲା ବିଗତ୍ବ ଦିନ ଧରି ଦେହଜୀବୀଙ୍କୁ ନେଇ ଭଲ ବ୍ଯବସାୟ କରିଆସୁଥିଲେ ମଧ୍ଯ ପୁଲିସ୍ ନିକଟରେ  ଖବର ନଥିଲା କାଲି ରାତିରେ ବିଶେଷ ସୃତ୍ରରୁ ଖବର ପାଇଁ ପରେ ମିଳିବ ଭାବେ ଚଢାଉ କରିଥିଲା ଜଗତସିଂହପୁର ପେ।ଲିସ୍ । ଚଢ଼ାଉ କରି ଏକ ସେକ୍ସ ରାକେଟ୍  କୁ ଗିରଫ କରିବା ସଫଳ ମିଳିଥିଲା । ଏହି ସେକ୍ସ ରାକେଟ ରେ ଜଣେ ଯୁବତୀ ଓ ୪ ଜଣ ଯୁବକ ଥିବାବେଳେ , ଯୁବତୀଙ୍କ ସମେତ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି ଏବଂ ଅନ୍ୟ୩ ଜଣ ଯୁବକଙ୍କ ସମେତ ହୋଟେଲ ମାଲିକ ଫେରାର ହୋଇଯାଇଛନ୍ତି। ସୂଚନା ମୁତାବକ ଉକ୍ତ ହୋଟେଲରେ ଦୀର୍ଘଦିନ ଧରି ଦେହ ବ୍ୟବସାୟ ଚାଲି ଆସୁଥିବା ଅଭିଯୋଗ ପାଇ ଆଜି ଜଗତସିଂହପୁର ପୋଲିସ ଚଢ଼ାଉ କରି ଉକ୍ତ ରାକେଟ୍ ସମେତ ଏକ କାର ଓ କିଛି ମାଦ୍ଯାକ୍ର ଦ୍ରବ୍ଯ ସାମଗ୍ରୀ ଜବତ କରିଥିବା ବେଳେ ଏହି ରାକେଟ ରେ ସାମିଲ ଥିବା ସଦସ୍ୟ ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଜଗତସିଂହପୁର ପେ।ଲିସ୍ ? 

ଜଗତସିଂହପୁର ଜିଲ୍ଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ ଙ୍କ  ରିପେ।ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here