ଲଭ ଜେହାଦ ଘଟଣାକୁ ନେଇ ବିରମିତ୍ରପୁର ଥାନା ଘେରାଉ ସମତ ବାହାରେ ଗଣଧାରଣା

ସୁନ୍ଦରଗଡ଼: ମୁସଲିମ ସମ୍ପ୍ରଦାୟର ଯୁବକଙ୍କ ଘୃନ୍ୟ କାର୍ଯ୍ୟ ଓ ହିନ୍ଦୁ ଝିଅ ମାନଙ୍କୁ ବାହା ହୋଇ ନିଜ ଜାତିରେ ମିଶାଇବା ସହ ଦୁଷ୍କର୍ମ ଭଳି ଜଘନ୍ୟ କାର୍ଯ୍ୟ ଘଟିଛି ବିରମିତ୍ରପୁର ଥାନା ଅଞ୍ଚଳରେ । ଏହି ଘଟଣାକୁ ଘୋର ବିରୋଧ କରିବା ସହିତ ଆଜି ରାଉରକେଲା ବଜରଙ୍ଗ ଦଳ , ସତାତନ ସମାଜ , ହିନ୍ଦୁ ସେନା ଓ ଆରଏସଏସର ସଦସ୍ୟ ଗଣ ଏକତ୍ରିତ ହୋଇ ପ୍ରଥମେ ବିରମିତ୍ରପୁର ଥାନା ଘେରାଉ କରିବା ପରେ ଥାନା ବାହାରେ ଗଣ ଧାରଣାରେ ବସିଛନ୍ତି । ଆଜିର ଏହି ଘଟଣାକୁ ନେଇ ବିରମିତ୍ରପୁର ପୌରାଞ୍ଚଳକୁ ସକାଳ ୬ ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ଘଟଣାଟି ହେଉଛି ବିରମିତ୍ରପୁର ପୌରାଞ୍ଚଳ ସ୍ଥିତ ଗାନ୍ଧୀରୋଡର ବାସୀନ୍ଦା ମହମ୍ମଦ ଶାନ ଖାନ ନାମକ ଜନୈକ ଯୁବକ ବିଗତ ୮ ବର୍ଷ ତଳେ ଜନୈକା ବଙ୍ଗାଳୀ ବ୍ରାହ୍ମଣ ଝିଅକୁ ବାହାହୋଇ ତାର ତିନିଟି ସନ୍ତାନ ଥିବାବେଳ ଗତ ଦୁଇଦିନ ପୂର୍ବେ ବିରମିତ୍ରପୁର ଅଞ୍ଚଳର  ଆଉ ଏକ ବ୍ରାହ୍ମଣ ଝିଅକୁ  ନେଇ ଶାନ ଖାନ ଫେରାର ଥିବା ବିଷୟରେ ଜଣା ପଡିବାପରେ ଆଜି ସମସ୍ତ ଦଳ ଏକତ୍ରିତ ହୋଇ ମୁସଲିମ ଯୁବକ ମାନଙ୍କର ଏଭଳି ଘୃଣ୍ୟ କାର୍ଯ୍ୟକୁ ବିରୋଧ କରି ପ୍ରଶାସନ ଏଥିପ୍ରତି ବିଶେଷ ଦୃଷ୍ଟି ଦେଇ ସଙ୍ଗେ ସଙ୍ଗେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଦଳର ସଦସ୍ୟଙ୍କ ସହିତ ରାଉରକେଲା ବଜରଙ୍ଗ ଦଳର ସଭାପତି ରାଜୁ ସିଂ ଓ ବିରମିତ୍ରପୁରର ସୁନୀଲ କୁମାର ତିଓ୍ବାରୀ ପ୍ରବଳ ଭାବେ ଦାବୀ କରିଥିବାର ପରିଲକ୍ଷିତ ହୋଇଥିଲା । ଆଜିର ଏହି ଗଣ ଧାରଣା ଅନିର୍ଦ୍ଦିଷ୍ଟ କାଳ ବଳ ବତ୍ତର ରହିବ ବୋଲି ଧାରଣା ସ୍ଥଳରେ ଘୋଷଣା କରାଯାଇଛି । ମୁସଲିମ ଯୁବକ ଗଣ ହିନ୍ଦୁ ଜାତିର ତଥା ବ୍ରାହ୍ମଣ ଝିଅ ମାନଙ୍କୁ ବିଭିନ୍ନ ଆଳରେ ଫୁସୁଲାଇ ଦୁଷ୍କର୍ମ ଭଳି ଘୃଣ୍ୟ କାର୍ଯ୍ୟ କରି ଛାଡି ଦେଉଥିବା ନେଇ ବିରୋଧ ହୋଇଥିବା ବେଳେ ଆଜିର ଏହି ଧାରଣାକୁ ରାଜ୍ୟ ବ୍ୟାପି ସମସ୍ତ ହିନ୍ଦୁ ସଙ୍ଗଠନର ସହଯୋଗ ରହିବ ବୋଲି ମଧ୍ୟ ଜଣାଯାଇଛି ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here