ବଜ୍ରପାତରେ ଜଣେ ମୃତ।

ସୁନ୍ଦରଗଡ ଜିଲ୍ଲା ବଣେଇଁ ଉପଖଣ୍ତ ମହୁଲପଦା ଥାନାର କୁମଢି ଗ୍ରାମରେ ଆଜି ସନ୍ଧ୍ଯା ୪ଟା ବେଳେ ବଜ୍ରପାତରେ ଜଣେ ବାଳକର ମୃତ୍ୟୁ ଘଟିଛି l ତେବେ ଏନେଇ ଖବର ପାଇ ମହୁଲପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ୍ କରିବା ସହିତ ବ୍ୟବଛେଦ ପାଇଁ ବାଣାଇଁ ଡାକ୍ତରଖାନାକୁ  ପଠେଇ  ଘଟଣାର ଅଧିକ ତଦନ୍ତ ଜାରି ରଖିଛି l

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here