ଭିକ୍ଷୁସେଠ୍ ଆଉ ନାହାନ୍ତି

ଚୌଦ୍ଵାର: ପ୍ରକ୍ଷାତ ଯାତ୍ରା କଳାକାର ତଥା ଭିକ୍ଷୁସେଠ୍ ନାମରେ ପରିଚିତ ମହେନ୍ଦ୍ର ଦାସଙ୍କର ଗତକାଲି ତାଙ୍କ ଚୌଦ୍ଵାର ସ୍ଥିତ ବାସଭବନରେ ହୃଦଘାତ ଜନୀତ ରୋଗରେ ମୃର୍ତ୍ୟୁ ହୋଇଯାଇ ଅଛି । ମୃର୍ତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା । ସେ ଯାତ୍ରା ଯଗତରେ ଶାଗୁଣା ବସିଛି ଡେଣା ମେଲେଇ ନାଟକ ମାଧ୍ୟମରେ ଯାତ୍ରା ଯଗତ ବା ଟଲିଉଡରେ ପ୍ରଥମେ ପାଦ ଥାପିଥିଲେ ।

ସେ ଜଣେ ମହାନ ଯାତ୍ରା କଳାକାର ଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ଯାତ୍ରା ଜଗତ୍ ମର୍ମାହତ ହୋଇଥିବା ଜଣେ ଯାତ୍ରା କଳାକାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତାଙ୍କ ବିୟୋଗରେ ଯାତ୍ରା ଜଗତ ପାଇଁ ଏକ ବଡ ଅପୂରଣୀୟ କ୍ଷତି ହେଲାବୋଲି ଯାତ୍ରା କଳାକାର ମାନେ କୁହନ୍ତି ।

ରିପୋର୍ଟ -ପ୍ରଫୁଲ୍ଲ କୁମାର ଦାସ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here