ତିର୍ତୋଲ ବ୍ଲକ ରେ ମୁଖ୍ୟମନ୍ତ୍ରୀ ଙ୍କ ପାଣ୍ଠି ରୁ ରିଲିଫ ପ୍ଯାକେଜ ବଣ୍ଟନ I

ଜଗତସିଂହପୁର:( 10:9:20 ) ଜଗତସିଂହପୁର ଜିଲ୍ଲା ର ତିତେ।ଲ ବ୍ଲକର କୋଲର ଗ୍ରାମ ପଂଚାୟତ ଗୋପିଆକୁଦ ୱାଡ଼ରେ ମୁଖ୍ୟମନ୍ତ୍ରୀ ରିଲିଫ ସହାୟତା ପାଣ୍ଠି ରୁ ଚାଉଳ 50kg 500 ଟଙ୍କା ଲେଖାଏଁ 78 ପରିବାରକୁ ତିର୍ତୋଲ  ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି bdo ଅଟଳ ବିହାରୀ ସ୍ବାଇଁ Abdo ସତ୍ୟଜିତ ସ୍ବାଇଁ  mi ନୀଳିମା ପ୍ରିୟ ଦଶିନୀ  ମହାନ୍ତି ସରପଞ୍ଚ ଦିପ୍ତିମୟୀ ରାୟ ସମିତି ସଭ୍ୟ ରଂଜିତ ପାଳ peo ବିଜୟ ପାତ୍ର ରିଟେଲର ହୃଷିକେଶ ହୋତା ସମାଜସେବୀ ଚିତ୍ତରଞ୍ଜନ ହୋତା କିଛି ଯୁବକ ପିଲାମାନଙ୍କ ସହିତ ବଣ୍ଟନ କରାଯାଇଛି ।

ଜଗତସିଂହପୁର ଜିଲ୍ଲା ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here