ଖବର ସଂକ୍ଷେପ ରେ …… (NEWS IN BULLETS) : 7 AM

୧. ଅନୁଭବଙ୍କ ଇସ୍ତଫା ଦାବିରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ ।

୨. ଦୀପାବଳି‌ରେ ଦୁଇଚକିଆ ଗାଡ଼ି ବିକ୍ରି ବଢ଼ିବ ।

୩. ପ୍ୟାରିସରେ ଚଳିତ ମାସ ୨୭ ତାରିଖରୁ ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଫ୍ରେଞ୍ଚ ଓପନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତାରେ ଷ୍ଟାଡିୟମ୍ ଭିତରକୁ ପ୍ରଶଂସକଙ୍କ ପ୍ରବେଶକୁ ଅନୁମତି ମିଳିବ।

୪. ଆନ୍ତର୍ଜାତିକ ସୌର ଆଲାଏନ୍ସ (ଆଇଏସ୍‌ଏ) ପକ୍ଷରୁ ବିଶ୍ବର ପ୍ରଥମ ସୌର ବୈ‌ଷୟିକ ସମ୍ମିଳନୀକୁ ଭାରତରେ ଆୟୋଜନ କରାଯାଇଛି।

୫. ନ୍ୟୁୟର୍କରେ ତୃତୀୟ ସିଡ୍ ତଥା ମହିଳା ଟେନିସ୍‌ର ସବୁଠାରୁ ଧନୀ ଖେଳାଳି ସେରେନା ୱିଲିୟମ୍ସ ଚଳିତ ୟୁଏସ୍ ଓପନ୍‌ର ମହିଳା ଏକକ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ।

୬. ଟୋକିଓରେ କ‌ରୋନା ମହାମାରୀ ଯୋଗୁଁ ଗୋଟିଏ ବର୍ଷ ଘୁଞ୍ଚିଯାଇଥିବା ଟୋକିଓ ଅଲିମ୍ପିକ୍ସ କିନ୍ତୁ ଆସନ୍ତାବର୍ଷ ନିଶ୍ଚିତ ହେବ।

୭. ଆଗାମୀ ୫ ବର୍ଷ ମଧ୍ୟରେ ରାଷ୍ଟ୍ରାୟତ ତୈଳ କମ୍ପାନୀର ୫୦ ପ୍ରତିଶତ ଫ୍ୟୁଏଲ୍‍ ଷ୍ଟେସନକୁ ସୌରଚାଳିତ କରିବା ଲକ୍ଷ୍ୟ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

୮. ‘କରୋନା ମହାମାରୀର ପ୍ରଭାବ ଛୋଟ ପିଲାଙ୍କ ଉପରେ ସର୍ବାଧିକ ପଡ଼ିବ’ ।

୯. ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ, ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ରିୟା ।

୧୦. ପୂର୍ବ ଲଦାଖରେ ସଦ୍ୟତମ ସ୍ଥିତି ସଂପର୍କୀରେ ଭାରତ ତରଫରୁ ଜାରୀ କରାଗଲା ସୂଚନା ।

୧୧. ରାଜ୍ୟର ପ୍ରଥମ ସୌରଚାଳିତ ମାଇକ୍ରୋ ଶୀତଳ ଭଣ୍ଡାର ଉଦଘାଟିତ ।

୧୨. ନବମ ରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଚାତ୍ରୀଙ୍କ ପାଇଁ ଖୋଲିବ ସ୍କୁଲ – SOP ଜାରୀ, ପଢ଼ନ୍ତୁ ସ୍କୁଲ ଏବଂ ଛାତ୍ରମାନଙ୍କ ପାଇଁ ନିର୍ଦ୍ଦେଶାବଳୀ ।

୧୩. ଲକ୍ଷେ ଟପିଲା ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା, ଆଜି ୨୭୮୭ କରୋନା ଆକ୍ରାନ୍ତ ସୁସ୍ଥ ।

୧୪. ରାଜ୍ୟରେ ଥିବା ଯୁକ୍ତ୩ କଲେଜ (ଡିଗ୍ରି କଲେଜ, ସେଲ୍ଫ ଫାଇନାସିଂ କଲେଜ, ସଂସ୍କୃତ କଲେଜ)ରେ ନାମଲେଖା ପାଇଁ ଆଜିଠୁ ଆବେଦନ ଆରମ୍ଭ ହୋଇଛି।

୧୫. ରାଜ୍ୟରେ ସୁସ୍ଥ ହେଲେ ଲକ୍ଷେ, ଦିନକରେ ୩୪୯୦ ପଜିଟିଭ୍, ୧୩ ମୃତ ।

୧୬. ଆସନ୍ତା ୪/୫ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବ । ଏଥିପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି ।

୧୭. କୋଭିଡ୍‌ କଟକଣା ପାଇଁ ସ୍ଥଗିତ ରହିଥିବା ଡିଏଲ୍‌(ଗାଡ଼ି ଚାଳନା ଲାଇସେନ୍ସ) ଓ ଏଲ୍‌ଏଲ୍‌(ଲର୍ଣ୍ଣିଂ ଲାଇସେନ୍ସ) ପାଇଁ ପରୀକ୍ଷା ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ।

୧୮. ଚଳିତମାସ ୨୩ ରୁ ଷୋଡ଼ଶ ବିଧାନସଭାର ୪ର୍ଥ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here