ଖବର ସଂକ୍ଷେପ ରେ …… (NEWS IN BULLETS) : 7 AM

୧-ଆଜି ଅପରାହ୍ନ ୪ଟାରେ +୨କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ।www.orissaresults.in

୨-ଦିଲ୍ଲୀରେ ଡ଼ାକ୍ତର ଚଳାଉଥିଲେ ଜାଲ କରୋନା ରିପୋର୍ଟ ପ୍ରସ୍ତୁତ ରାକେଟ; ୩ ଗିରଫ,୨୪୦୦ ଟଙ୍କା ଦେଲେ ମିଳୁଥିଲା ନକଲି ରିପୋର୍ଟ।

୩-୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ୩ ଇ-ନାମଲେଖା ଆବେଦନ; ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ।

୪-ଲକଡାଉନ୍ ରେ ପ୍ରାଣୀମାନଙ୍କ କଲ୍ୟାଣ ନିମନ୍ତେ ପେଟା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ‘ହିରୋ ଟୁ ଆନିମଲ୍ସ୍ ‘ ସମ୍ମାନ।

୫-ରାଜ୍ଯରେ ୩୨୬୭ କରୋନା ପଜିଟିଭ୍ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ ୮୫୯ ଆକ୍ରାନ୍ତ, ଗୋଟିଏ ଦିନରେ ଗଲା ୯ଜୀବନ।

୬-ଗୋପାଳପୁର ଔଷଧ ପାର୍କ ଭିତ୍ତିଭୂମି ବିକାଶ ପାଇଁ ୧୫୦୦କୋଟି ଟଙ୍କା ବ୍ୟୟ ଅଟକଳ; ସୃଷ୍ଟି ହେବ ୫୦୦୦ ନିଯୁକ୍ତି ସୁଯୋଗ।

୭-ଭୁବନେଶ୍ୱର:ଡୁପ୍ଲେକ୍ସ ଦେବା ନାଁରେ ଠକେଇ,୭କୋଟି ନେଇ କେଶରୀ ମାଲିକ ଫେରାର।

୮-ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ଅଭିଯୋଗ: ବାରିପଦା ବିଧାୟକ ଗିରଫ, ଅଦାଲତରୁ ମିଳିଲା ଜାମିନ।

୯-ଭୁବନେଶ୍ୱର:ହୋମ୍ ଆଇସୋଲେସନ ପାଇଁ ନୁଆ ଏସଓପି, ଜାରି ହେଲା ୨୪ଘଣ୍ଟିଆ ହେଲ୍ପଲାଇନ ନମ୍ୱର:୧୮୦୦୩୪୫୦୦୬୧,୦୬୭୪-୨୪୩୧୨୫୩।

୧୦-ନଭେମ୍ବର ୨୯ସୁଦ୍ଧା ବାଲେଶ୍ବର, ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ସମ୍ଭାବନା।

୧୧-କେନ୍ଦ୍ର ସରକାରଙ୍କ ଖର୍ଚ୍ଚ କାଟ ନୀତି: ନୁଆ ନିଯୁକ୍ତି,ପଦ ସୃଷ୍ଟି ବନ୍ଦ।

୧୨-କାରରେ ଏକାକୀ ଯିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ- କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।

୧୩-ସୀମାରେ ବିସ୍ଫୋରକ ସ୍ଥିତି,ଲଦାଖରେ ପୁଣି ଭାରତ-ଚୀନ ମୁହଁ। ମୁହିଁ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here