ଖବର ସଂକ୍ଷେପ ରେ …… (NEWS IN BULLETS)

୧-୨୦୧୯ରେ ସଡ଼କ ଦୁର୍ଘଟଣା ନେଇଛି ୧.୫୪ ଲକ୍ଷ ଜୀବନ: ଏନସିଆରବି

୨-ଓଡ଼ିଶା ପାଇଁ ଖୁସି ଖବର ରାଜ୍ୟରେ କରୋନାରୁ ଏକାଥରେ ୩,୪୮୪ ସୁସ୍ଥ ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୮୦ ହଜାର ୭୭୦କୁ ବୃଦ୍ଧି

୩-ବରୀ ବିଧାୟିକା ସୁନନ୍ଦା ଦାସ ,ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା  ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ ରାଉତ କରୋନା ଆକ୍ରାନ୍ତ

୪-ବିଦ୍ୟୁତ ରାଜସ୍ବ ଆଦାୟ କ୍ଷତି ୩୦%କୁ ବୃଦ୍ଧି; ଡିସେମ୍ବର ସୁଦ୍ଧା ଘରୋଇକରଣ ହେବ ତିନି ବିଦ୍ୟୁତ ବିତରଣକାରୀ କମ୍ପାନୀ

୫-ସେପ୍ଟେମ୍ବର ୩୦ ଯାଏଁ ସ୍ୱର୍ଗଦ୍ୱାରରେ କଟକଣା ବୃଦ୍ଧି କଲେ ପ୍ରଶାସନ

୬-ଖୋଲିଲା କୋଣାର୍କ ମନ୍ଦିର, ପ୍ରତିଦିନ ୪୫୦୦ ପର୍ଯ୍ୟଟକଙ୍କୁ ଭିତରକୁ ଯିବାକୁ ମିଳିବ ଅନୁମତି

୭-ଘରୋଇ ସ୍କୁଲ୍‌ ଫି ବୃଦ୍ଧି ପ୍ରସଙ୍ଗକୁ ଆପୋସ ବୁଝାମଣାରେ ସମାଧାନ ପାଇଁ ପରାମର୍ଶ ଦେଲେ ହାଇକୋର୍ଟ

୮-ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ଆଗେଇ ଆସିଲେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା : ବଢିପାଣିରେ ଲୋକଙ୍କ ଦୁର୍ଦ୍ଦଶାକୁ ଦେଖି ଦୁଃଖ କଲେ , ଭଲମନ୍ଦ ପଚାରି ବୁଝିଲେ , ଛୋଟରୁ ବଡ଼ ସମସ୍ତଙ୍କୁ ରିଲିଫ୍ ବାଣ୍ଟିଲେ ରାନୀ

୯-ପୂର୍ଣ୍ଣିମା ଯୋଗୁଁ ଜୁଆରିଆ ସମୁଦ୍ର, କମୁନି ବନ୍ୟା ପାଣି : ଜିଲ୍ଲାରେ ସ୍ଥିତି ଏବେବି ଗମ୍ଭୀର, ଜଳବନ୍ଦୀ ଯନ୍ତ୍ରଣାରେ ଲୋକେ ହନ୍ତସନ୍ତ

୧୦-ଉତ୍କଳ ରେଭେନ୍ସା ବିଶ୍ୱବିଦ୍ୟାଳୟ ପିଜି ପରୀକ୍ଷା ହେବ ଅନ୍‌ଲାଇନ୍‌ରେ

୧୧-ଲଦାଖ:ବ୍ଲାକ୍ ଟପ୍ ପୋଷ୍ଟକୁ କବଜା କଲା ଭାରତୀୟ ସେନା, ହଟାଇଲା ଚୀନର ସିସିଟିଭି କ୍ୟାମେରା ସେନ୍ସର

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here