କେନ୍ଦ୍ରାପଡା ଜିଲ୍ଲାର ବିଲିକଣା ସରପଞ୍ଚ ସାଜିଲେ ଅନନ୍ୟ ଉଦାହରଣ।

କେନ୍ଦ୍ରାପଡା: ଯାହାକୁ ନେଇ ଖାଲି ବିଲିକଣା ପଞ୍ଚାୟତରେ ନୁହେଁ ଅନ୍ୟାନ୍ୟ ପାଖ ପଡୋଶୀ ଗ୍ରାମ ପଞ୍ଚାୟତ ଗୁଡିକ ସହିତ ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଚର୍ଚ୍ଚା ଯୋରଧରିଛି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ୍ ଅନ୍ତର୍ଗତ ବିଲିକଣା ଗ୍ରାମ ପଞ୍ଚାୟତର ସରପଞ୍ଚ ବିଜୟ କୁମାର ରାଉତ ହେଉଛନ୍ତି ଜିଲ୍ଲାର ଏକ ଅନନ୍ୟ ଏବଂ ଭିନ୍ନ ଧରଣର ସରପଞ୍ଚ । ଯେକି ସେ ସରପଞ୍ଚ ହେଲେ ମଧ୍ୟ ନିଜ ମନଭିତରେ କୌଣସି ଆତ୍ମଗର୍ବ ଭାବନା ଏବଂ ଜାତିଧର୍ମର ଭେଦଭାବ ନରଖି ସବୁବେଳେ ସବୁ ସମୟରେ ଲୋକମାନଙ୍କ ସେବାକରି ଆସୁଛନ୍ତି । ଯାହାଙ୍କ ଅଦମ୍ୟ ପ୍ରଚେଷ୍ଟା ନୂର୍ତନ କାର୍ଯ୍ୟ ଶୈଳି ଏବଂ ସମାଜସେବାଙ୍କୁ ନେଇ ଜିଲ୍ଲାରେ ବେଶ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ମଧ୍ୟ ସେ ପାଲଟିଥିବା ଜଣାପଡିଛି । ଯୋଉ ସରପଞ୍ଚଙ୍କୁ ନେଇ ସମଗ୍ର ପଞ୍ଚାୟତ ବାସୀ ମଧ୍ୟ ଗର୍ବ ଅନୁଭବ କରନ୍ତି ଆଉ ପ୍ରଶଂସା ମଧ୍ୟ କରନ୍ତି । ସେଯେ କେମିତି ସରପଞ୍ଚ ବା ଲୋକ ପ୍ରତିନିଧି ହୋଇଥିବେ ତାହାତଃ ନିଶ୍ଚିନ୍ତ ରୂପେ ତାଙ୍କ ଗ୍ରାମ ପଞ୍ଚାୟତରେ ବିଭିନ୍ନ ସମୟରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକରି ପଞ୍ଚାୟତ ବାସୀଙ୍କ ପାଖରେ ବେଶ୍ ସୁନାମ ଅର୍ଜନ କରିଥିବା ସେହି ମହାନ ବ୍ୟକ୍ତିତ୍ୱର ଅଧିକାରୀ ତଥା ସରପଞ୍ଚ ବିଜୟ ରାଉତଙ୍କ ବିଷୟରେ ଆସନ୍ତୁ ଶୁଣିବା ତାଙ୍କ ପଞ୍ଚାୟତ ବାସୀମାନେ ଗଣମାଧ୍ୟମକୁ କଣ ସୂଚନା ପ୍ରଦାନ କରୁଛନ୍ତି ।

Bijaya Rout, Sarapanch, Bilikana, Kendrapada

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here