ଖବର ସଂକ୍ଷେପ ରେ…… ତାରିଖ ୧୪/୦୫/୨୧, ଶୁକ୍ରବାର (NEWS IN BULLETS)

୧-ଭୁବନେଶ୍ୱର:୨ବର୍ଷର ଉର୍ଦ୍ଧ୍ବ ଶିଶୁଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ।୪୦ ସେକେଣ୍ଡ ହାତ ଧୋଇବାକୁ ପଡ଼ିବ।

୨-ଆଜି ମିଳିବ ‘କାଳିଆ’ ଟଙ୍କା।୪୨ ଲକ୍ଷ ଚାଷୀଙ୍କୁ ସହାୟତା ଅର୍ଥ ପ୍ରଦାନ କରାଯିବ।

୩-ବଢ଼ିଲା କରୋନା ଯୋଦ୍ଧା ତାଲିକା, ସାମିଲ ହେଲେ ବ୍ୟାଙ୍କ,ବୀମା,ରେଳବାଇ, ପେଟ୍ରୋଲ ପମ୍ପ ଓ ପ୍ରାଣୀଧନ କର୍ମଚାରୀ।

୪-ଲାଗୁ ହେଲା ଏସମା: କର୍ମଚାରୀଙ୍କ ପାଇଁ କାର୍ଯ୍ୟ ବନ୍ଦ, ଧର୍ମଘଟ ଓ ଧାରଣା ମନା।

୫-ଶ୍ରୀମନ୍ଦିର ସେବାୟତଙ୍କୁ ପଞ୍ଚମ କିସ୍ତି ସହାୟତା ରାଶି ଘୋଷଣା କଲା ଶ୍ରୀମନ୍ଦିର ପ୍ରଶାସନ, ପ୍ରତ୍ୟେକଙ୍କୁ ମିଳିବ ୧୦ ହଜାର ଟଙ୍କାର ଅନୁଦାନ।

୬-ପିଏମ-କିଷାନ ଯୋଜନା : ଆଜି ଆର୍ଥିକ ସହାୟତାର ଅଷ୍ଟମ କିସ୍ତି ପ୍ରଦାନ କରିବେ ମୋଦୀ।ଏହାଦ୍ଵାରା ୯.୫ କୋଟିରୁ ଅଧିକ ହିତାଧିକାରୀ କୃଷକ ପରିବାରକୁ ୧୯ ହଜାର କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯିବ।

୭-ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ: ଏହି ୪ ଜିଲ୍ଲାରେ ହେବ ୫୫୦ କୋଭିଡ୍ ବେଡ୍ ବ୍ୟବସ୍ଥା : ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରଖିଲେ କେନ୍ଦ୍ର ଖଣିମନ୍ତ୍ରୀ

୮-ଲକଡାଉନରେ ମର୍ଣ୍ଣିଂ ଓ୍ଵାକ୍‌ ଓ ସାଇକ୍ଲିଂ କରିବା ସମ୍ପୂର୍ଣ୍ଣ ମନା, ରାସ୍ତାକୁ ଆସି ଗହଳି ନକରିବା ହେଉଛି ଲକଡାଉନର ଉଦ୍ଦେଶ୍ୟ।

୯-ଉଦଳା:ଇଂଲିଶ୍ ଲେକଚରର୍‌ ମ୍ୟାଡାମ ଦେଇଥିଲେ ଡୁପ୍ଲିକେଟ୍ ସାର୍ଟିଫିକେଟ୍, ଆକ୍ସନ ପୂର୍ବରୁ ଚାକିରୀ ଛାଡି ଛୁ…।

୧୦-ଭୁବନେଶ୍ୱର: ଗତବର୍ଷ ଭଳି ଏବର୍ଷ ଲକଡାଉନ ବେଳେ ବିଦେଶୀ ମଦର ହୋମ୍ ଡେଲିଭରି କରାଯିବ।

୧୧-ଜିଲ୍ଲା ପ୍ରଶାସନ ସହଯୋଗରେ କିଟ୍‍ ଓ କିସ୍‍ ପକ୍ଷରୁ ରାଜ୍ୟର ୧୫ଟି ଜିଲାରେ ରନ୍ଧା ଖାଦ୍ୟ ବଣ୍ଟନ।

୧୨-ଅଗଷ୍ଟରୁ ଦୂର ହେବ ଟିକା ସମସ୍ୟା,ଦେଶରେ ଉପଲବ୍ଧ ହେବ ୨୧୬ କୋଟି ଟିକା।ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ ମିଳିପାରେ ଟୀକା।

୧୩-ଭୁବନେଶ୍ୱର: ଥମୁନି ସଂକ୍ରମଣ, ସହରରୁ ମାଡିଗଲାଣି ଗାଁ କୁ।ଲମ୍ବିପାରେ ଲକ୍ ଡାଉନ୍।

୧୪-ରାଜ୍ୟରେ ସକ୍ରିୟ ରହିଛି କାଳବୈଶାଖୀ, ଆସନ୍ତା ୨୪ ଘଣ୍ଟା ପାଇଁ ୧୭ଟି ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ଓ୍ଵାର୍ଣ୍ଣିଂ।

୧୫- ? ଆଜି ଇଦ୍ ଉଲ୍ ଫିତର ?

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here