ଆଳୁ ବୋଝେଇ ଟ୍ରକରେ ନିଆଁ : ନବରଙ୍ଗପୁର

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୂର ପୋଲିସ ଫାଣ୍ଡି ନିକଟସ୍ଥ ବାବାଜୀ ଗୁଡା ରେ ଏକ ଆଳୁ ବୋଝେଇ ଟ୍ରକ ନିଆଁ ଲାଗିଯାଇଛି, ସୂଚନା ଅନୁଯାୟୀ ଆଳୁ ବଜାଇ ଟ୍ରକ ଟି        ପଶ୍ଚିମବଙ୍ଗ ମେଦିନୀପୂର ଜିଲ୍ଲା  ଠାରୁ  ନବରଙ୍ଗପୁର ସହର  କୁ ଆସୁଥିବା ଜଣାପଡିଛି, ବାବାଜୀ ଗୁଡା ଗ୍ରାମର ରାସ୍ତାକଡ଼ ଗାଡିକୁ ରଖି  ଗାଡି ଚାଳକ  ଓ ହେଲ୍ପର “ଚା ” ପିଇବା ପାଇଁ ଗାଡି ରଖିଥିଲେ କିନ୍ତୁ ଗାଡିରୁ ହଟାତ ନିଆଁ ବାହାରି ଗାଡ଼ି ସମ୍ମୁଖ ଭାଗ ସମ୍ପୂର୍ଣ ପୋଡ଼ି ଯାଇଛି,  ଟ୍ରକ ନମ୍ବର (WB 36 E 2699)  ଗାଡ଼ି ର ଚାଳକ ଓ ସହ ଚାଳକ ସୁରକ୍ଷିତ ଅଛନ୍ତି। । ଖବର ପାଇଁ ପାପଡାହାଣ୍ଡି ଅଗ୍ନି ଶ୍ରମ ବିଭାଗ ପହଞ୍ଚି ନିଆକୁ ଆୟତ କରିଥିଲେ, ଆଳୁ ର କିଛି କ୍ଷତି ହୋଇ ନାହିଁ କିନ୍ତୁ ଟ୍ରକ ର ସମ୍ମୁଖ ଭାଗ ସମ୍ପୂର୍ଣ ପୋଡ଼ି ନଷ୍ଟ ହୋଇ ପଡ଼ିଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here