କୋଭିଡ୍‌ ନିୟମ ଉଲ୍ଲଂଘନ : ଭୁବନେଶ୍ବର ୟୁନିଟ୍‌-୨ ମାର୍କେଟ୍‌ ବିଲ୍ଡିଂ ସିଲ୍‌ I

ଭୁବନେଶ୍ବର ୨୮/୦୪ : ଭୁବନେଶ୍ବର ସ୍ଥିତ ମାର୍କେଟ୍ ବିଲ୍ଡିଂ ସିଲ୍ । କୋଭିଡ୍‌ ନିୟମ ଉଲ୍ଲଂଘନ ପାଇଁ ସିଲ କରିଛି ଭୁବନେଶ୍‌ବର ମ୍ୟୁନିସିପାଲିଟି କର୍ପୋରେସନ୍‌ ।

ଭୁବନେଶ୍ବର ୟୁନିଟ୍‌-୨ ମାର୍କେଟ୍‌ ବିଲ୍ଡିଂ ୪୮ ଘଣ୍ଟା ପାଇଁ ସିଲ୍‌ କଲା ବିଏମ୍‌ସି ।

ବାରମ୍ବାର ଚେତାଇବା ପରେ ମଧ୍ୟ ଲୋକମାନେ ଗାଇଡ୍‌ଲାଇନ୍‌ ମାନୁନଥିବାରୁ ବିଏମସି ଏଭଳି ପଦକ୍ଷେପ ନେଇଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here