ରାଜଗାଙ୍ଗପୁର ଥାନାଅଧିକାରୀଙ୍କ ସୁନ୍ଦରଗଡ଼ ଏସପି ଅଫିସକୁ ବଦଳି ।

ସୁନ୍ଦରଗଡ଼ (୧୯/୪/୨୧ )  ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନାଧିକାରୀ ଗୋକୁଳାନନ୍ଦ ସାହୁ ନିଜର କାର୍ଯ୍ୟ ଦକ୍ଷତା ଏବଂ ନିଜ ସ୍ବଭାବ ଯୋଗୁଁ ରାଜଗାଙ୍ଗପୁର ସହରରେ ସେ ବେଶ୍ ‌ପରିଚିତ ।ନିଜର ସମାଜ ସେବାପାଇଁ ମଧ୍ୟ ଲୋକଙ୍କ ମଧ୍ୟରେ ସେ ‌ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଏହି ଥାନାରେ ଥାନାଧିକାରୀ ‌ଭାବେ ଯୋଗ ଦେବା ଦିନଠାରୁ ସହରର ଅପରାଧି ମାନଙ୍କୁ ଏକ‌ଚାଲେଞ୍ଜ୍ ଦେଇ ଅପରାଧ ରୋକିବାକୁ ଆପ୍ରାଣ ଉଦ୍ୟମ କରିଆସୁଥିଲେ । ହେଲେ ବର୍ତ୍ତମାନ ତାଙ୍କୁ ସୁନ୍ଦରଗଡ଼ ଏସପି ଅଫିସକୁ ଆଣ୍ଟିହିୟୁମାନ୍ ୟୁନିଟ ଟ୍ରେନିଂ ଙ୍କୁ ପୋଷ୍ଟିଙ୍ଗ କରାଯାଇଛି । ଆସନ୍ତା ୨୧ତାରିଖ ଦିନ ସେ ଏସପି ଅଫିସ୍ ରେ ଯୋଗଦାନ କରିବେ । (

ସୁନ୍ଦରଗଡ଼ ରାଜଗାଙ୍ଗପୁର ରୁ ଦଶରଥ ପୋଡ଼ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here