କରୋନା ଟିକା ନେଲେ ସେରମ୍ ଇନଷ୍ଟିଚ୍ୟୁଟ୍‌ ସିଇଓ ଆଦର ପୁନାଓ୍ବାଲା

ଦେଶରେ ଟିକାକରଣ ଆରମ୍ଭ ହେବା ପରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାଓ୍ବାଲା କରୋନା ଟିକା ନେଇଛନ୍ତି । ଟିକା ନେଉଥିବାର ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି ଆଦର ପୁନାଓ୍ବାଲା । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 

https://twitter.com/adarpoonawalla/status/1350338040321851392?s=20

ବିଶ୍ବରେ ଏଭଳି ୧୦୦ରୁ ଉର୍ଦ୍ଧ୍ବ ଦେଶ ଅଛନ୍ତି ଯାହାର ଲୋକସଂଖ୍ୟା ୩ କୋଟିରୁ କମ । କିନ୍ତୁ ଭାରତରେ କେବଳ ପ୍ରଥମ ପର୍ଯ୍ୟାୟରେ ହିଁ ୩କୋଟି ଲୋକଙ୍କୁ ଭ୍ୟାକସିନ୍‌ ଦିଆଯାଉଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here