ରିଲିଜ ହେଲା ସୋନୁ ସୁଦଙ୍କ ଲାଟେଷ୍ଟ ସଙ୍ଗ୍ ’ପାଗଲ ନେହିଁ ହୋନା’

ଗତ କିଛି ଦିନ ହେବ ସୋନୁଙ୍କ ଫ୍ୟାନ ବଢି ଯାଇଛନ୍ତି। ରିଲ୍‌ରେ ଭିଲିଆନ ରୋଲରେ ଦେଖିବାକୁ ମିଳୁଥିବା ସୋନୁଙ୍କୁ ଏବେ ରିୟଲ ହିରୋ ଭୂମିକାରେ ଦେଖୁଛନ୍ତି ଲୋକେ। ଯାହା ବି ହେଉ, ବ୍ୟକ୍ତିଗତ ଜୀବନରେ ଲୋକଙ୍କୁ ସାହାଯ୍ୟ କରୁଥିବା ସୋନୁ ରିଲ ଲାଇଫ୍‌ରେ ବି ବେଶ ସକ୍ରିୟ। ଇତି ମଧ୍ୟରେ ସୋନୁ ତାଙ୍କୁ ମ୍ୟୁଜିକ ଭିଡିଓ ‘ ପାଗଳ ନହିଁ ହୋନା..’  ଡେବ୍ୟୁ କରିଛନ୍ତି। ଏଥିରେ ଗାୟିକା-ଅଭିନେତା ସୁନନ୍ଦା ଶର୍ମାଙ୍କ ସହ ସୋନୁଙ୍କୁ ଦେଖିବାକୁ ମିଳିଛି।  ଏହା ଏକ ସ୍ୟାଡ୍‌ ସଙ୍ଗ , ଏହି ଗୀତକୁ ଦେଖିବା ପରେ ଫ୍ୟାନ୍ସମାନେ ଭାବପ୍ରବଣ ହୋଇ ଉଠିଛନ୍ତି। ଗୀତଟିକୁ ନିଜେ ସୁନନ୍ଦା ଶର୍ମା ଗାଇଛନ୍ତି। ଏହାର ଲିରିକ୍ସ ଜାନୀ  ଲେଖିଛନ୍ତି ଏବଂ ମ୍ୟୁଜିକ ଦେଇଛନ୍ତି Avvy Sara। ରିଲିଜ ହେବା ପରେ ବେଶ ଭାଇରାଲ ହୋଇଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here