କିମ୍ କାର୍ଦାସିଆନ ସ୍ବାମୀଙ୍କୁ ଦେବେ ଛାଡପତ୍ର !

ହଲିଉଡ୍‌ ଅଭିନେତ୍ରୀ  କିମ୍ କାରଦସିଆନ ବର୍ତ୍ତମାନ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଅଭିନେତ୍ରୀ କିମ୍ ତାଙ୍କ ସ୍ବାମୀ କାନ୍ୟେ ଙ୍କୁ ଛାଡପତ୍ର ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । କିମ୍ ତାଙ୍କର ୪ଜଣ ପିଲାଙ୍କ ସହ ଲସ୍ ଏଞ୍ଜେଲେସରେ ରହୁଥିବା ବେଳେ ସ୍ବାମୀ କାନ୍ୟେ ୱେଷ୍ଟ ଓ୍ବିୟୋମିଙ୍ଗରେ ଥିବା ନିଜ ଫାର୍ମ ହାଉସରେ ରହୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କିମ୍ ଫ୍ୟାସନ ଡିଜାଇନର କାନ୍ୟେ ୱେଷ୍ଟଙ୍କୁ ୨୦୧୪ରେ ବିବାହ କରିଥିଲେ । କାନ୍ୟେଙ୍କ ସହ କିମ୍ ତୃତୀୟ ବିବାହ କରିଥିଲେ । କିମ୍ ସେଲିବ୍ରିଟି ପରିବାରର ହୋଇଥିବା ବେଳେ ହଲିଉଡ୍ ର ଜଣେ ଜଣାଶୁଣା ଅଭିନେତ୍ରୀ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here