ସୁପ୍ରିମକୋର୍ଟଙ୍କ ସେଣ୍ଟ୍ରାଲ ଭିସ୍ତାକୁ ଅନୁମତି : ନୂଆଦିଲ୍ଲୀ

ମୋଦି ସରକାରର ଡ୍ରିମ ପ୍ରୋଜେକ୍ଟ ସେଣ୍ଟ୍ରାଲ ଭିସ୍ତାକୁ ସର୍ବୋଚ୍ଚ ନ୍ୟାୟାଳୟ  ଗ୍ରୀନ ସିଗନାଲ ଦେଇଛନ୍ତି । ଯେଉଁଥିରେ ଜଷ୍ଟିସ ଏମ ଖାନବିଲ୍କର, ଜଷ୍ଟିସ ଦିନେଶ ମାହେଶ୍ୱରୀ, ଏବଂ ସଞ୍ଜୀବ ଖାନା ସଦସ୍ୟ ରହିଥିଲେ । ସମସ୍ତ ସଦସ୍ୟଙ୍କୁ ନେଇ ଆଜି ଶୁଣାଣୀ ହୋଇଛି । ନୂତନ ସଂସଦ ଭବନ ନିର୍ମାଣ ହେବା ନିଷ୍ପତିକୁ ଅନେକ ସଂଗଠନ ବିରୋଧ କରିଥିଲେ । ପର୍ଯ୍ୟାବରଣ ଉପରେ ଏହାର ପ୍ରଭାବ ପଡିବା ଦର୍ଶାଇ ସୁପ୍ରିମକୋର୍ଟରେ ମାମଲା ଦାଖଲ କରିଥିଲେ। ନୂତନ ସଂସଦ ଭବନ ନେଇ କେନ୍ଦ୍ର ସରକାର ଟାଟା କମ୍ପାନୀଙ୍କୁ ନିର୍ମାଣ କାର୍ଯ୍ୟ ଦେଇଥିବା ବେଳେ ଏହାକୁ ବିରୋଧ କରି ଅନେକ ଯାଚିକା ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା । ଆଜି ଏହା ଉପରେ ଶୁଣାଣୀ ରହିଥିଲା । ଶେଷରେ ସର୍ବୋଚ୍ଚ ଅଦାଲତ ସଂସଦ ଭବନ ନିର୍ମାଣ ନେଇ ଗ୍ରୀନ ସିଗନାଲ ପ୍ରଦାନ କରିଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here