ଏନସିବି ଅଫିସ୍‌ରେ ଭାଇ ସୌଭିକ୍‌ଙ୍କ ସହ ରିୟା ଚକ୍ରବର୍ତ୍ତୀ :ମୁମ୍ବାଇ

ଡ୍ରଗ୍ସ ଲିଙ୍କ୍ ମାମଲାରେ ପୁଣି ଏନସିବି ଅଫିସ୍ ରେ ପହଞ୍ଚିଲେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ । ଡ୍ରଗ୍ସ ଲିଙ୍କ୍ ରେ ଜେଲରେ ରହିସାରିଥିବା ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇଙ୍କୁ ଜାମିନ ମିଳିଥିବା ସତ୍ତ୍ବେ ଏନସିବିରୁ ଏ ପର୍ଯ୍ୟନ୍ତ ସମସ୍ତ କାମ ସରିନି । ଭାଇ-ଭଉଣୀଙ୍କୁ ପୁଣି ଥରେ ଏନସିବି ଅଫିସରେ ବାହାରେ ଛିଡା ହୋଇଥିବା ଦେଖିବାକୁ ମିଳିଛି । ଉଭୟଙ୍କର ଏଭଳି କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here