ଖବର ସଂକ୍ଷେପ ରେ……ତାରିଖ 31/12/20, ଗୁରୁବାର(NEWS IN BULLETS)

୧-ଜାନୁଆରୀ ପାଇଁ ଗାଇଡ୍‌ଲାଇନ୍‌; ଜିରୋ ନାଇଟ ସେଲିବ୍ରେସନ୍‌ ମନା

୨-6 ଅଧିକାରୀଙ୍କୁ ଦୁର୍ନୀତି ଓ ଅପରାଗତା ପାଇଁ ବାଧ୍ୟତାମୂଳକ ଅବସର ଦେଲେ ସରକାର।

୩-କରୋନା ଜିନୋମ ଅଧ୍ୟୟନ ପାଇଁ ଦେଶର ୧୦ଟି ପ୍ରମୁଖ ପରୀକ୍ଷାଗାରକୁ ନେଇ ଆରମ୍ଭ ହେଲା ‘ଇନ୍ସାକଗ’, ଓଡ଼ିଶାର ଭୁବନେଶ୍ୱର ଆଇଏଲଏସ ସାମିଲ।

୪-ଓସେପା ପକ୍ଷରୁ ସବୁ ଡିଇଓଙ୍କୁ ନିର୍ଦେଶ:୨୬ ସୁଦ୍ଧା ବିଦ୍ୟାର୍ଥୀଙ୍କୁ ପୋଷାକ, ଜୋତା; ଥଣ୍ଡା ଅନୁଭୂତ ଜିଲାରେ ଦିଆଯିବ ସୁଇଟର।

୫-କିଟ୍‌ ଓ କିସ୍‌ ପରିଦର୍ଶନ କଲେ ସିଏଜି ଗିରୀଶ ମୁର୍ମୁ, କିସ୍‌ ମୟୂରଭଞ୍ଜରେ ଏକ ଆନ୍ତର୍ଜାତିକ ମାନର ଫୁଟବଲ ଏକାଡେମୀ ପ୍ରତିଷ୍ଠା ପାଇଁ ଦେଲେ ପ୍ରତିଶ୍ରୁତି।

୬-ବିଶ୍ବସ୍ତରୀୟ ହେବ ପାରାଦୀପ ବନ୍ଦର,ପିପିପି ମୋଡରେ ଖର୍ଚ୍ଚ ହେବ ୩୦୦୪କୋଟି।

୭-ଜାନୁଆରୀ ୧୫ଯାଏଁ MBBS ନାମଲେଖା ଅବଧି ଘୁଞ୍ଚିଲା।

୮-କଟକ: ମାଧ୍ୟମିକ ଶିକ୍ଷା ପରିଷଦର ସାଧାରଣ ପରିଷଦ ବୈଠକ,ଝୁଲି ରହିଲା ମାଟ୍ରିକ ପରୀକ୍ଷା ନିଷ୍ପତ୍ତି।

୯-ଭୁବନେଶ୍ୱର: ନୁଆ ବର୍ଷ ଆରମ୍ଭରୁ ପ୍ରବଳ ଜାଡ ଅନୁଭୂତ ହେବାର ସମ୍ଭାବନା।

୧୦-ଟ୍ୱିନ୍‌ସିଟିରେ ୭୫% କର୍ମଚାରୀରେ ଚାଲିବ ସରକାରୀ ଅଫିସ୍, ଶନିବାର ରହିବ ବନ୍ଦ।

୧୧-ଜାନୁଆରୀ ୧୦ ଯାଏଁ ବଢ଼ିଲା ଆୟକର ଦାଖଲ ସମୟ ସୀମା।

୧୨-ଆକାଶ’ କ୍ଷେପଣାସ୍ତ୍ର ପ୍ରଣାଳୀ ରପ୍ତାନୀକୁ ମିଳିଲା କ୍ୟାବିନେଟ୍‌ର ମଞ୍ଜୁରି, କ୍ରୟ ଲାଗି ୯ଟି ଦେଶ ଆଗ୍ରହୀ।

୧୩-ନଇଁଲେ ସରକାର,ନରମିଲେ ଚାଷୀ ! ୨ଟି ପ୍ରସଙ୍ଗରେ ସହମତି, ଜାନୁୟାରୀ ୪ରେ ପୁଣି ବୈଠକ

୧୪-ଉତ୍ତରପ୍ରଦେଶରେ ! ’ଯୋଗୀ-ପୁଲିସ’ର କାର୍ଯ୍ୟାନୁଷ୍ଠାନ: ବର୍ଷକରେ ଅପରାଧୀଙ୍କ ୭୩୩ କୋଟି ଟଙ୍କାର ସମ୍ପତ୍ତି ଜବତ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here