Category: Readers’ Desk

ନାଗାର୍ଜୁନ ବେଶର ରହସ୍ୟ ଓ ବେଶ ପଛର କାହାଣୀ ।

କଳାଠାକୁର କାଳିଆ ସାଆନ୍ତ ବେଶପ୍ରିୟ । ବର୍ଷକୁ ୨୨ଟି ବେଶ ହୁଅନ୍ତି ମହାପ୍ରଭୁ । ଏହା ବ୍ୟତୀତ ଦୈନନ୍ଦିନ ଅବକାଶ ବେଶ ଓ ବଡ଼ସିଂହାର ବେଶ ହୁଅନ୍ତି । ଏହିପରି ଠାକୁରଙ୍କର ମୋଟ ୨୪ଟି

Read More